ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ହାଇକୋର୍ଟରେ ଖାରଜ

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା ଲାଗିଛି। ସିବିଆଇ ଏଫ୍ଆ‌ଇଆର୍‌ ରଦ୍ଦ କରିବାକୁ ପ୍ରଭାତ ତ୍ରିପାଠୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ପିଟିସନ ଖାରଜ ହୋଇଯାଇଥିବାରୁ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ସିବିଆଇ ମାମଲା ଜାରି ରହିବ। ରାଜ୍ୟରେ ଏଟି ଗ୍ରପୁ ଜମାକାରୀଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ … Continue reading ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ହାଇକୋର୍ଟରେ ଖାରଜ